ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଚାହିଁବସିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଚାହିଁବସିବା   କ୍ରିୟାପଦ

ଅର୍ଥ : ବ୍ୟର୍ଥରେ ପ୍ରତୀକ୍ଷା କରିବା

ଉଦାହରଣ : ସୋହନ ଆସିବନାହିଁ ବୋଲି ମୁଁ ଜାଣିଛି, କିନ୍ତୁ ତା ଭାଇ ମାସେହେଲା ଚାହିଁ ବସିଛି

ସମକକ୍ଷ : ବେକାରରେ ଅପେକ୍ଷା କରିବା, ବ୍ୟର୍ଥ ପ୍ରତୀକ୍ଷା କରିବା


ଅନ୍ୟ ଭାଷାରେ ଅନୁବାଦ :

व्यर्थ की प्रतीक्षा करना।

मुझे मालूम है कि सोहन नहीं आएगा पर उसका भाई महीनों से टप रहा है।
टपना

Look forward to the probable occurrence of.

We were expecting a visit from our relatives.
She is looking to a promotion.
He is waiting to be drafted.
await, expect, look, wait