ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଚାହା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଚାହା   ବିଶେଷ୍ୟ

ଅର୍ଥ : ଗୋଟିଏ କ୍ଷୁଦ୍ର ଗଛ ଯାହାର ପତ୍ରଗୁଡ଼ିକୁ ପାଣିରେ ସିଝାଇ ପାନୀୟ ତିଆରି କରାଯାଏ

ଉଦାହରଣ : ଆସାମରେ ବଡ଼ବଡ଼ ଚା’ ବଗିଚା ଅଛି

ସମକକ୍ଷ : ଚା’


ଅନ୍ୟ ଭାଷାରେ ଅନୁବାଦ :

एक पौधा जिसकी पत्तियाँ उबलते हुए पानी में डालकर एक पेय बनाते हैं।

आसाम में चाय के बड़े-बड़े बागान हैं।
चाय

ଅର୍ଥ : ଚା ଗଛର ପତ୍ରଗୁଡ଼ିକୁ ପାଣିରେ ସିଝାଇ ଚିନି ଏବଂ ଦୁଧଆଦି ମିଶାଇ ତିଆରି କରାଯାଉଥିବା ପାନୀୟ

ଉଦାହରଣ : ମଦୁମେହ ରୋଗୀ ବିନା ଚିନିରେ ଚା’ ପିଅନ୍ତି

ସମକକ୍ଷ : ଚା’


ଅନ୍ୟ ଭାଷାରେ ଅନୁବାଦ :

चाय के पौधे की पत्तियों को पानी में उबालकर चीनी, दूध आदि मिलाकर बनाया हुआ पेय पदार्थ।

मधुमेह के रोगी बिना चीनी की चाय पीते हैं।
चाय

A beverage made by steeping tea leaves in water.

Iced tea is a cooling drink.
tea