ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : କୌଣସି ବ୍ୟକ୍ତିର ଯେଉଁ ଭୂମି ଚାଷ କରାଯାଉଛି
ଉଦାହରଣ : ତାଙ୍କ ପାଖରେ ଦୁଇ ଏକର ଚାଷଜମି ଓ ଏକ ଏକର ବଗିଚା ରହିଛି
ଅନ୍ୟ ଭାଷାରେ ଅନୁବାଦ :हिन्दी
किसी की वह भूमि जो जोती-बोई जाती हो।
ଅର୍ଥ : ଯେଉଁ ଭୂମିରେ ଖେତ କରାଯାଏ ବା କୃଷିଯୋଗ୍ୟ ଭୂମି
ଉଦାହରଣ : ଭାରତର ପାର୍ବତୀୟ କ୍ଷେତ୍ରରେ ଚାଷଜମି କମ୍ ଥାଏ
ସମକକ୍ଷ : କୃଷିଜମି, ଖେତବାଡ଼ି
वह भूमि जिस पर खेती की जाती हो या कृषि योग्य भूमि।
ସଂସ୍ଥାପନ କରନ୍ତୁ