ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଚାଳିଶା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଚାଳିଶା   ବିଶେଷ୍ୟ

ଅର୍ଥ : ଚାଳିଶ ପଦର ରଚନା

ଉଦାହରଣ : ହନୁମାନ ଚାଳିଶା ମଧ୍ୟ ଗୋଟିଏ ଚାଳିଶା ଏଭଳି ବିଶ୍ୱାସ କରାଯାଏ ଯେ ନିୟମିତ ହନୁମାନ ଚାଳିଶା ପାଠକଲେ ସଙ୍କଟରୁ ରକ୍ଷା ମିଳିଥାଏ


ଅନ୍ୟ ଭାଷାରେ ଅନୁବାଦ :

चालीस पद्यों की रचना।

ऐसा विश्वास किया जाता है कि हनुमान चालीसा का नियमित पाठ करने से संकट से मुक्ति मिल जाती है।
चालीसा

Literature in metrical form.

poesy, poetry, verse

ଅର୍ଥ : (ଇଲାମ୍) ମୃତ୍ୟୁର ଚାଳିଶତମ ଦିନ ହେଉଥିବା କର୍ମ

ଉଦାହରଣ : ସେ ରହୀମ୍ଚାଚାଙ୍କ ଚହଲୁମରେ ଭାଗନେବାକୁ ଯାଇଛି

ସମକକ୍ଷ : ଚହଲୁମ, ଚାଳିଶିଆ


ଅନ୍ୟ ଭାଷାରେ ଅନୁବାଦ :

(इस्लाम) मृत्यु के चालीसवें दिन होने वाला कृत्य।

वह रहीम काका के चहलुम में भाग लेने गया है।
40वाँ, 40वां, चहलुम, चहेलुम, चालिसवाँ, चालिसवां, चालीसवाँ, चालीसवां, चालीसा, चेहलुम, ४०वाँ, ४०वां

The prescribed procedure for conducting religious ceremonies.

ritual