ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଚାରୁ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଚାରୁ   ବିଶେଷ୍ୟ

ଅର୍ଥ : କୃଷ୍ଣଙ୍କର ଜଣେ ପୁତ୍ର

ଉଦାହରଣ : ଚାରୁ ରୁକ୍ମିଣୀଙ୍କ ଗର୍ଭରୁ ଜନ୍ମ ଗ୍ରହଣ କରିଥିଲେ


ଅନ୍ୟ ଭାଷାରେ ଅନୁବାଦ :

कृष्ण के एक पुत्र।

चारू रुक्मिणी के गर्भ से पैदा हुए थे।
चारु

An imaginary being of myth or fable.

mythical being

ଚାରୁ   ବିଶେଷଣ

ଅର୍ଥ : ଯେ ଦେଖିବାକୁ ଆକର୍ଷଣୀୟ ବା ଯାହାର ରୂପ ସୁନ୍ଦର

ଉଦାହରଣ : ତା ପୁଅ ବହୁତ ସୁନ୍ଦର

ସମକକ୍ଷ : କମନୀୟ, ମନୋଜ୍ଞ, ମନୋହର, ରୁଚିର, ରୂପବନ୍ତ, ଲାବଣ୍ୟମୟ, ସୁଡୌଲ, ସୁନ୍ଦର


ଅନ୍ୟ ଭାଷାରେ ଅନୁବାଦ :

Pleasing in appearance especially by reason of conformity to ideals of form and proportion.

A fine-looking woman.
A good-looking man.
Better-looking than her sister.
Very pretty but not so extraordinarily handsome.
Our southern women are well-favored.
better-looking, fine-looking, good-looking, handsome, well-favored, well-favoured