ଅର୍ଥ : ତାଲାରେ ଥିବା ସେହି ଛିଦ୍ର ଯେଉଁଥିରେ ଚାବି ଲଗାଇ ତାଲାକୁ ଖୋଲିବା ବା ବନ୍ଦ କରାଯାଏ
ଉଦାହରଣ :
ସେ ତାଲା ଖୋଲିବାପାଇଁ ଚାବିଗାତରେ ଚାବି ଭର୍ତ୍ତି କଲେ
ସମକକ୍ଷ : କୁଞ୍ଚି ଗାତ
ଅନ୍ୟ ଭାଷାରେ ଅନୁବାଦ :
ताले में बना वह छेद जिसमें चाबी लगाकर ताले को खोला या बंद किया जाता है।
वह ताला खोलने के लिए कुंजी खाँचे में कुंजी डाल रहा था।The hole where a key is inserted.
keyhole