ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଚଳଚଞ୍ଚଳ ହେବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଚଳଚଞ୍ଚଳ ହେବା   କ୍ରିୟାପଦ

ଅର୍ଥ : କାହାର ମନରେ କୌଣସି କଥାର ଇଚ୍ଛା ବା ଉତ୍କଂଠା ଉତ୍ପନ୍ନ କରିବା

ଉଦାହରଣ : ଭାଇଙ୍କର ବିଦେଶରୁ ଫେରିବା ଖବର ଶୁଣିକରି ଭାଉଜଙ୍କ ମନ ଚଳଚଞ୍ଚଳ ହୋଇଗଲା

ସମକକ୍ଷ : ଆନନ୍ଦିତହେବା, ଛନଛନହେବା, ପ୍ରଫୁଲ୍ଲିତହେବା


ଅନ୍ୟ ଭାଷାରେ ଅନୁବାଦ :

किसी के मन में किसी बात की इच्छा या उत्कंठा उत्पन्न करना।

भैया के विदेश से लौटने की ख़बर सुनकर भाभी का मन गुदगुदाया।
गुदगुदाना