ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : କୌଣସି କଥା ବା କାର୍ଯ୍ୟ ଯେଉଁଠି-ସେଇଠି ରହିଯିବା ଏବଂ ତା ଉପରେ କୌଣସି କାର୍ଯ୍ୟ ନହେବା
ଉଦାହରଣ : ଅଧିକତର ଧୋବଧାଉଳିଆ ଅପରାଧୀମାନଙ୍କ ମାମଲା ଦବିଯାଏ
ସମକକ୍ଷ : ଦବିବା
ଅନ୍ୟ ଭାଷାରେ ଅନୁବାଦ :हिन्दी
किसी बात या कार्य का जहाँ-का-तहाँ रह जाना और उस पर कोई कार्रवाई न होना।
ଅର୍ଥ : ଓଜନିଆ ଜିନିଷର ତଳକୁ ଆସିଯିବା ବା ରହିବା
ଉଦାହରଣ : ପଥରରେ ପିଲାର ହାତ ଦବିଗଲା
ସମକକ୍ଷ : ଚାପିହୋଇଯିବା, ଦବିବା, ଦାବିହୋଇଯିବା
भारी चीज़ के नीचे आना या होना।
ସଂସ୍ଥାପନ କରନ୍ତୁ