ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ପବିତ୍ର ସ୍ଥାନ ଉପରେ ଚଢ଼ା ଯାଉଥିବା ଲୁଗାଆଦି
ଉଦାହରଣ : ସେ ସାଇବାବାଙ୍କ ଦରବାରରେ ଚାଦର ଚଢ଼ାଇଲା
ସମକକ୍ଷ : ଚାଦର
ଅନ୍ୟ ଭାଷାରେ ଅନୁବାଦ :हिन्दी
पवित्र स्थान पर चढ़ाया जाने वाला कपड़ा।
ଅର୍ଥ : ବିଛେଇବା ବା ଘୋଡ଼ିହେବାପାଇଁ ଲମ୍ବା ଚଉଡ଼ା ଲୁଗା
ଉଦାହରଣ : ସେ ବଜାରରୁ ଏକ ନୂଆ ଚାଦର କିଣିଲା
ସମକକ୍ଷ : ଘୋଡ଼ଣୀ, ଚାଦର
ଅନ୍ୟ ଭାଷାରେ ଅନୁବାଦ :हिन्दी English
बिछाने या ओढ़ने का लम्बा-चौड़ा कपड़ा।
Bed linen consisting of a large rectangular piece of cotton or linen cloth. Used in pairs.
ସଂସ୍ଥାପନ କରନ୍ତୁ