ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଚତୁଃସ୍ତମ୍ଭ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଚତୁଃସ୍ତମ୍ଭ   ବିଶେଷ୍ୟ

ଅର୍ଥ : ଚାରିଧାରବିଶିଷ୍ଟ ଏଭଳି ଏକ ଖମ୍ବ ଯାହା ଅତି ଉଚ୍ଚ ଓ ସଂକୀର୍ଣ୍ଣ ତଥା ଯାହାର ଶିଖର ପିରାମିଡଭଳି

ଉଦାହରଣ : ପ୍ରାଚୀନ ଚତୁଃସ୍ତମ୍ଭ ଗୋଟିଏ ପଥରରେ ହିଁ ତିଆରି ହେଉଥିଲା


ଅନ୍ୟ ଭାଷାରେ ଅନୁବାଦ :

चार किनारों वाला एक ऐसा स्तंभ जो बहुत ऊँचा और सँकरा होता है तथा जिसका शिखर पिरामिड की तरह होता है।

प्राचीन चतुःस्तंभ एक ही पत्थर के बने होते थे।
ऑबेलिस्क, ओबेलिस्क, चतुःस्तंभ, चतुःस्तम्भ

A stone pillar having a rectangular cross section tapering towards a pyramidal top.

obelisk