ଅର୍ଥ : କୌଣସି ବସ୍ତୁକୁ ରଗଡ଼ି ବା ମାଜି ଚକ୍ମକ୍ କରିବା
ଉଦାହରଣ :
ତମ୍ବା, ପିତ୍ତଳ, କଂସା ଆଦି ବାସନ ତେନ୍ତୁଳି ଭଳି ଖଟା ଜିନିଷରେ ମାଜିଲେ ସେଗୁଡ଼ିକ ଚମକେ
ସମକକ୍ଷ : ଉଜ୍ଜ୍ୱଳ କରିବା, ଚମକ ଆସିବା, ଚମକିବା, ଚିକ୍କଣ ହେବା, ଚିକ୍ଚିକ୍ କରିବା
ଅନ୍ୟ ଭାଷାରେ ଅନୁବାଦ :