ଅର୍ଥ : ଖୁବ୍ ବୁଲୁଥିବା କାଠଆଦିର ଗୋଟିଏ ଗୋଲ ଛୋଟ ଖେଳନା
ଉଦାହରଣ :
ପିଲାଟି ଚକ୍ରି ବୁଲାଉଥିଲା
ଅନ୍ୟ ଭାଷାରେ ଅନୁବାଦ :
A toy consisting of vanes of colored paper or plastic that is pinned to a stick and spins when it is pointed into the wind.
pinwheel, pinwheel wind collectorଅର୍ଥ : ଚରଖାରେ ଥିବା ଚମଡାର ଗୋଲାକାର ଖଣ୍ଡ
ଉଦାହରଣ :
ସେମାନେ ଭଙ୍ଗା ଚକ୍ରିକୁ ଯୋଡ଼ିବାକୁ ଚେଷ୍ଟା କରୁଥିଲେ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କାଗଜ ଆଦିରେ ତିଆରି ଯେଉଁ ଖେଳନାଟି ପବନ ସହାୟତାରେ ନାଚୁଥାଏ
ଉଦାହରଣ :
ଯେତେ ଯୋରରେ ପବନ ବହିବ, ଚକ୍ରି ସେତେ ଯୋରରେ ବୁଲିବ
ଅନ୍ୟ ଭାଷାରେ ଅନୁବାଦ :
A toy consisting of vanes of colored paper or plastic that is pinned to a stick and spins when it is pointed into the wind.
pinwheel, pinwheel wind collector