ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଘୋଡ଼ିବା କାମ ଅନ୍ୟ କାହାଦ୍ୱାରା କରାଇବା
ଉଦାହରଣ : ଡାକ୍ତର ନର୍ସଦ୍ୱାରା ରୋଗୀକୁ ଚାଦର ଘୋଡ଼ାଇଲେ
ସମକକ୍ଷ : ଆବୃତ୍ତ କରାଇବା
ଅନ୍ୟ ଭାଷାରେ ଅନୁବାଦ :हिन्दी
ओढ़ाने का काम किसी और से कराना।
ଅର୍ଥ : ଢାଙ୍କିବାର କାମ ଅନ୍ୟ କାହାରିଦ୍ୱାରା କରାଇବା
ଉଦାହରଣ : କୃଷକ ମୂଲିଆମାନଙ୍କଦ୍ୱାରା ଖଳାରେ ଥିବା ଶସ୍ୟଗୁଡ଼ିକୁ ଢଙ୍କାଉଛି
ସମକକ୍ଷ : ଢଙ୍କାଇବା
ढँकने का काम किसी और से कराना।
ସଂସ୍ଥାପନ କରନ୍ତୁ