ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ସଙ୍ଗୀତରେ କୌଣସି ଗୀତର ପ୍ରଥମ ପଦ
ଉଦାହରଣ : ବହୁତ କହିଲା ପରେ ସେ ଏହି ଗୀତର ଘୋଷା ଶୁଣାଇଲା
ସମକକ୍ଷ : ସ୍ଥାୟୀ
ଅନ୍ୟ ଭାଷାରେ ଅନୁବାଦ :हिन्दी
संगीत में किसी गीत का पहला पद।
ଅର୍ଥ : କୌଣସି ଗୀତଆଦିର ସେହି ଆରମ୍ଭିକ ପକ୍ତିଗୁଡ଼ିକ ଯାହା ପୁଣିଥରେ ବୋଲାଯାଏ
ଉଦାହରଣ : ମୋର କେବଳ ବହୁତ ଗୀତର ଘୋଷା ମନେ ରହେ
किसी गीत आदि की वे आरंभिक पंक्तियाँ जो दोहराई जायें।
ସଂସ୍ଥାପନ କରନ୍ତୁ