ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଘୁଞ୍ଚାଇବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଘୁଞ୍ଚାଇବା   କ୍ରିୟାପଦ

ଅର୍ଥ : ଟାଳିବାକାମ ଅନ୍ୟ କାହାଦ୍ୱାରା କରାଇବା

ଉଦାହରଣ : ପ୍ରବନ୍ଧକ ସାକ୍ଷାତାକାର ଦିନ ଟଳାଇଲେ

ସମକକ୍ଷ : ଗଡ଼ାଇବା, ଟଳାଇବା, ଟାଳିବା


ଅନ୍ୟ ଭାଷାରେ ଅନୁବାଦ :

टालने का काम दूसरे से कराना।

प्रबंधक ने साक्षात्कार का दिन टलवा दिया।
टलवाना

ଅର୍ଥ : ଗୋଟିଏ ସ୍ଥାନରୁ ନେଇ ଅନ୍ୟ ଏକ ସ୍ଥାନରେ ରଖିବା

ଉଦାହରଣ : ଚୌକିଗୁଡ଼ିକୁ ଏଠାରୁ ସେଠାକୁ ଘୁଞ୍ଚାଅ ନାହିଁ

ସମକକ୍ଷ : ହଟେଇବା


ଅନ୍ୟ ଭାଷାରେ ଅନୁବାଦ :

पहले के स्थान से किसी दूसरे स्थान पर करना।

कुर्सियों को यहाँ से वहाँ मत हटाओ।
करना, हटाना

Change place or direction.

Shift one's position.
dislodge, reposition, shift