ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଘାସ ସଫାକରିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଘାସ ସଫାକରିବା   କ୍ରିୟାପଦ

ଅର୍ଥ : ଗଛଗୁଡ଼ିକର ଚାରିପଟୁ ଘାସ ବାହାର କରିବା ଯାହାଦ୍ୱାରା ଗଛଗୁଡ଼ିକ ଠିକଭାବେ ବଢ଼ିପାରିବ

ଉଦାହରଣ : ଚାଷୀମାନେ ତାଙ୍କ ବିଲ ବାଛୁଛନ୍ତି

ସମକକ୍ଷ : ଘାସ ବାଛିବା, ବାଛିବା


ଅନ୍ୟ ଭାଷାରେ ଅନୁବାଦ :

पौधों के आस-पास की घास निकालना जिससे पौधों की बाढ़ ठीक तरह से हो।

किसान अपने खेतों को निरा रहे हैं।
नलाना, निंदाई करना, निकाना, निराई करना, निराना, नींदना, सोहना

Clear of weeds.

Weed the garden.
weed

ଅର୍ଥ : ହଳକରିବା ପୂର୍ବରୁ ଜମିରୁ ଉଠିଥିବା ଘାସ ଆଦି ବାହାର କରିବା

ଉଦାହରଣ : କୃଷକ ଜମିରୁ ଘାସ ଓପାଡ଼ୁଛି

ସମକକ୍ଷ : ଘାସ ଓପାଡ଼ିବା


ଅନ୍ୟ ଭାଷାରେ ଅନୁବାଦ :

जोतने से पहले खेत में उगी घास आदि निकालना।

किसान खेत को ताम रहा है।
तामना

Arrange for and reserve (something for someone else) in advance.

Reserve me a seat on a flight.
The agent booked tickets to the show for the whole family.
Please hold a table at Maxim's.
book, hold, reserve