ଅର୍ଥ : ଭୟଆଦି କାରଣରୁ କିଂକର୍ତ୍ତବ୍ୟବିମୂଢ଼ ହେବା
ଉଦାହରଣ :
ଶିକ୍ଷକ ଶ୍ରେଣୀରେ ପ୍ରବେଶ କରିବା ମାତ୍ରେହିଁ ଦୁଷ୍ଟ ମନୋଜ ଶଙ୍କିଗଲା
ସମକକ୍ଷ : କାକୁସ୍ଥହେବା, ଚକିତହେବା, ଶଙ୍କିଯିବା
ଅନ୍ୟ ଭାଷାରେ ଅନୁବାଦ :
Be overcome by a sudden fear.
The students panicked when told that final exams were less than a week away.