ଅର୍ଥ : କୌଣସି ବସ୍ତୁସହିତ ମାଡ଼ହେବା, ପଡ଼ିବା, ଖସଡ଼ିପଡ଼ିବା ଆଦିଦ୍ୱାରା ଦେହରେ ହେଉଥିବା ଚିହ୍ନ
ଉଦାହରଣ :
ମାଆ ଘାଆ ଉପରେ ମଲମ ଲଗାଉଛନ୍ତି
ସମକକ୍ଷ : ଖଣ୍ଡିଆ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଶରୀରର ଯେଉଁ ଅଙ୍ଗ କଟିଯିବା, ଭାଙ୍ଗିଯିବା, ସଢିଯିବା, ମେଲିଯିବା ଆଦି କାରଣରୁ ବିକୃତ ହୋଇଯାଇଥାଏ ବା ଶରୀରରେ କଟା ବା ଚିରା ହେବା ସ୍ଥାନ
ଉଦାହରଣ :
ଘାଆଟି ବହୁତ ମାଡ଼ି ଯାଇଛି
ଅନ୍ୟ ଭାଷାରେ ଅନୁବାଦ :
शरीर का वह अंग या भाग जो कटने-फटने, सड़ने-गलने आदि के कारण विकृत हो गया हो या शरीर पर का कटा या चिरा हुआ स्थान।
घाव बहुत फैल गया है।