ଅର୍ଥ : ଜଳାଇବାପାଇଁ ଏକାଠି କରାଯାଇଥିବା ଘଷି ଗଦା
ଉଦାହରଣ :
ଶୀଲା ଘଷିଗଦାକୁ ଜଳାଉଛି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯେଉଁ ସ୍ଥାନରେ ଘଷି ଗଦା ହୋଇଥାଏ
ଉଦାହରଣ :
ରାମୁ ଲିଟ୍ଟୀ ରୁଟି ତିଆରି କରିବାପାଇଁ ଘଷିଗଦାରୁ ଘଷି ଆଣିବାପାଇଁ ଯାଇଛି
ଅନ୍ୟ ଭାଷାରେ ଅନୁବାଦ :
वह स्थान जहाँ उपले जमा किए जाते हैं।
रामू लिट्टी बनने के लिए गोइँठौरा से गोहरा लाने गया है।ଅର୍ଥ : ପରା ହୋଇଥିବା ଘଷିର ଗଦା
ଉଦାହରଣ :
କୃଷକ ଘଷିଗଦାରୁ ଘଷି କାଢ଼ୁଛି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ନିଆଁ ଲଗାଇବାପାଇଁ ଥିବା ଘଷିର ଗଦା
ଉଦାହରଣ :
ଚାହୁଁଚାହୁଁ ଘଷିଗଦା ଜଳି ପାଉଁଶ ହୋଇଗଲା
ଅନ୍ୟ ଭାଷାରେ ଅନୁବାଦ :