ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : କୌଣସି ଦ୍ରବଣକୁ ଘନ କରିବା ବା କଠିନ ରୂପରେ ପରିବର୍ତ୍ତନ କରିବା ପ୍ରକ୍ରିୟା
ଉଦାହରଣ : ପାଣିର ଘନୀଭବନରୁ ବରଫ ହୁଏ
ସମକକ୍ଷ : ଘନୀଭାବ
ଅନ୍ୟ ଭାଷାରେ ଅନୁବାଦ :हिन्दी English
किसी गैस को द्रव अथवा ठोस या द्रव पदार्थ को ठोस रूप में बदलने की क्रिया।
The act of increasing the density of something.
ସଂସ୍ଥାପନ କରନ୍ତୁ