ଅର୍ଥ : କୌଣସି ସଂଖ୍ୟାର ତୃତୀୟଘାତ
ଉଦାହରଣ :
ପାଞ୍ଚ ଘନରୁ ଦୁଇ ଘନ କମାଇଦିଅ
ସମକକ୍ଷ : କ୍ୟୂବ୍
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ତାଳ ଦେବାକୁ ଗୋଟିଏ ବାଜା
ଉଦାହରଣ :
ଜଗନ୍ନାଥ ଘନ ବଜାଉଛି
ଅନ୍ୟ ଭାଷାରେ ଅନୁବାଦ :
Any of various devices or contrivances that can be used to produce musical tones or sounds.
instrument, musical instrumentଅର୍ଥ : କୌଣସି ଅଙ୍କକୁ ସେହି ଅଙ୍କରେ ଦୁଇଥର ଗୁଣନ କଲେ ମିଳୁଥିବା ଗୁଣନଫଳ
ଉଦାହରଣ :
ଦୁଇର ଘନ ଆଠ ହୁଏ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଲମ୍ବା,ଚଉଡା ତଥା ଉଚ୍ଚାରେ ସମାନଥିବା ଏପରି ଆକୃତି ବିଶିଷ୍ଟ ଗୋଟିଏ ବସ୍ତୁ
ଉଦାହରଣ :
ଘନର ଛଅ ବର୍ଗାକାର ସମାନ ହୋଇଥାଏ
ଅନ୍ୟ ଭାଷାରେ ଅନୁବାଦ :