ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ତେଲ ବା ଆଖୁ ଆଦି ପେଡ଼ିବା ଯନ୍ତ୍ର
ଉଦାହରଣ : କୃଷକ ଘଣାରେ ଆଖୁ ପେଡ଼ୁଛି
ଅନ୍ୟ ଭାଷାରେ ଅନୁବାଦ :हिन्दी English
तेल या गन्ना आदि पेरने का यंत्र।
Any machine that exerts pressure to form or shape or cut materials or extract liquids or compress solids.
ଅର୍ଥ : ଆଖୁ ପେଶିବା ଏବଂ ଗୁଡ଼ ତିଆରି କରିବାର ସ୍ଥାନ
ଉଦାହରଣ : ଜେଜେ ଘଣାରେ ଆଖୁ ପେଶାଉଛନ୍ତି
ସମକକ୍ଷ : ଆଖୁଶାଳ
ଅନ୍ୟ ଭାଷାରେ ଅନୁବାଦ :हिन्दी
ऊख पेरने और गुड़ बनाने की जगह।
ସଂସ୍ଥାପନ କରନ୍ତୁ