ଅର୍ଥ : ଦିନ ରାତିର ଚବିଶ ଭାଗରୁ ଭାଗେ କିମ୍ବା ଷାଠିଏ ମିନିଟର ସମୟ
ଉଦାହରଣ :
ଗାଡ଼ି ଏକ ଘଣ୍ଟା ବିଳମ୍ବରେ ଚାଲୁଅଛି
ସମକକ୍ଷ : ଘଣ୍ଟା
ଅନ୍ୟ ଭାଷାରେ ଅନୁବାଦ :
A period of time equal to 1/24th of a day.
The job will take more than an hour.ଅର୍ଥ : ଯେତିକି ଦୂରତା ଏକ ଘଣ୍ଟାରେ ଅତିକ୍ରମ କରିହୁଏ
ଉଦାହରଣ :
ମୋ ଘର ଷ୍ଟେସନଠାରୁ ଏକ ଘଣ୍ଟାର ରାସ୍ତା
ସମକକ୍ଷ : ଘଣ୍ଟା
ଅନ୍ୟ ଭାଷାରେ ଅନୁବାଦ :