ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : କୌଣସି ଉଚିତ, ଆବଶ୍ୟକ ବା ପ୍ରିୟ କଥା ହୋଇ ନପାରିବାରୁ ମନରେ ହେଉଥିବା ଦୁଃଖ
ଉଦାହରଣ : ମୋର ଦୁଃଖ ଯେ ମୁଁ ଆପଣଙ୍କ କାମ ଠିକ୍ ସମୟରେ କରିପାରିଲି ନାହିଁ
ସମକକ୍ଷ : ଅନୁତାପ, ଅବଶୋଷ, କ୍ଷୋଭ, ଖେଦ, ଦୁଃଖ
ଅନ୍ୟ ଭାଷାରେ ଅନୁବାଦ :हिन्दी English
किसी उचित, आवश्यक या प्रिय बात के न होने पर मन में होनेवाला दुख।
A feeling of deep regret (usually for some misdeed).
ସଂସ୍ଥାପନ କରନ୍ତୁ