ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଜନପଦ ସହିତ ସମ୍ବନ୍ଧିତ
ଉଦାହରଣ : ଏହି ମକଦ୍ଦମା ଗ୍ରାମ୍ୟ ନ୍ୟାୟାଳୟରେ ଦାଏର କରାଯାଇଛି
ସମକକ୍ଷ : ଜନପଦୀୟ
ଅନ୍ୟ ଭାଷାରେ ଅନୁବାଦ :हिन्दी
जनपद से संबंधित।
ଅର୍ଥ : ଗାଁ କିମ୍ବା ଗ୍ରାମୀଣ କ୍ଷେତ୍ରରେ ରହିବାବ୍ୟକ୍ତି
ଉଦାହରଣ : ଗାଉଁଲି ଲୋକ ସହରୀମାନଙ୍କ ଅପେକ୍ଷା କମ ଶିକ୍ଷିତ ହେଲେବି ଅତ୍ୟନ୍ତ ସ୍ନେହୀ
ସମକକ୍ଷ : ଗାଁଉଲି, ଗାଁଉଲିଆ, ଗ୍ରାମବାସୀ, ଗ୍ରାମୀଣ
गाँव या ग्रामीण क्षेत्र में रहनेवाला।
ଅର୍ଥ : ଗାଁର ବା ଗାଁ ସହିତ ସମ୍ବନ୍ଧିତ
ଉଦାହରଣ : ଗାଉଁଲି ଜୀବନ ସରଳତାପୂର୍ଣ୍ଣ
ସମକକ୍ଷ : ଗାଁଉଲି, ଗାଁଉଲିଆ, ଗ୍ରାମୀଣ
गाँव का या गाँव से संबंधित।
ସଂସ୍ଥାପନ କରନ୍ତୁ