ଅର୍ଥ : ଯେଉଁଥିରେ ଗୋଳମାଳ ଥାଏ
ଉଦାହରଣ :
ସେ ସର୍ବଦା ଗୋଳମାଳିଆ କାମ ହିଁ କରେ
ସମକକ୍ଷ : ଝଞ୍ଜଟିଆ, ସମସ୍ୟାଯୁକ୍ତ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଗୋଳମାଳ ଅଥବା ଗୋଳମାଳ କରୁଥିବା ଲୋକ
ଉଦାହରଣ :
ଗୋଳମାଳିଆ ଲୋକ ହିଁ ଗାଁର ଉନ୍ନତିରେ ପ୍ରତିବନ୍ଧକ ହୋଇଥାଏ
ସମକକ୍ଷ : ଗଣ୍ଡଗୋଳିଆ
ଅନ୍ୟ ଭାଷାରେ ଅନୁବାଦ :
अड़ंगा अथवा अड़चन डालने वाला।
अड़ंगेबाज़ लोग ही गाँव की उन्नति में बाधक हैं।Intrusive in a meddling or offensive manner.
An interfering old woman.