ଅର୍ଥ : କୌଣସି ବସ୍ତୁ ବା ବିଷୟକ ଏପରି ଗୂଢ଼ ବର୍ଣ୍ଣନା ଯାହାକୁ ଆଧାରକରି ଉତ୍ତର ଦେବା ବା ସେହି ବସ୍ତୁର ନାମ କହିବାପାଇଁ ବହୁତ ଚିନ୍ତା କରିବାକୁ ପଡ଼େ
ଉଦାହରଣ :
ସେ ଗୋଲକଧନ୍ଦାରେ ପକଉଛି
ସମକକ୍ଷ : ପ୍ରହେଳୀ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯେଉଁ ଚକ୍ରାକାର ବାସ୍ତୁରଚନାରେ ଲୋକ ଏଭଳି ଭୁଲିଯାଏ ଯେ ସେ ଶୀଘ୍ର ତାର ଠିକଣା ଜାଗାରେ ପହଞ୍ଚିପାରେ ନାହିଁ
ଉଦାହରଣ :
ଆମ୍ଭେମାନେ ଲକ୍ଷ୍ନୌରେ ଗୋଲକଧନ୍ଦା ଦେଖିଲୁ
ଅନ୍ୟ ଭାଷାରେ ଅନୁବାଦ :
वह चक्करदार वास्तु-रचना जिसमें आदमी इस प्रकार भूल जाता है कि जल्दी ठिकाने पर नहीं पहुँच सकता।
हम लोगों ने लखनऊ की भूल भूलैया देखी।ଅର୍ଥ : ଶୀଘ୍ର ମୁକ୍ତି ମିଳୁ ନଥିବା ଝିଞ୍ଜଟ ବା ଗୋଳମାଳ
ଉଦାହରଣ :
ହେ ଭଗବାନ ମୁଁ ଏ କି ଗୋଲକଧନ୍ଦାରେ ପଶି ଯାଇଛି
ଅନ୍ୟ ଭାଷାରେ ଅନୁବାଦ :
ऐसा झंझट या बखेड़ा जिससे जल्दी छुटकारा न मिले।
घर-गृहस्थी भी एक गोरखधंधा है।