ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଗୋତ୍ରକାର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଗୋତ୍ରକାର   ବିଶେଷ୍ୟ

ଅର୍ଥ : କୌଣସି ଗୋତ୍ର ବିଶେଷର ନାମ ସଂସ୍ଥାପକ ବା ଯାହାଙ୍କ ନାମ ଅନୁସାରେ କୌଣସି ଗୋତ୍ର ଚଳୁଛି

ଉଦାହରଣ : ଆପଣଙ୍କ ଗୋତ୍ରକାର କିଏ?ଆମର ଗୋତ୍ରକାର କଶ୍ୟପ ଋଷି

ସମକକ୍ଷ : ଗୋତ୍ର ପ୍ରବର୍ତ୍ତକ


ଅନ୍ୟ ଭାଷାରେ ଅନୁବାଦ :

किसी गोत्र विशेष का नामिक संस्थापक या जिसके नाम पर कोई गोत्र चला हो।

आपके गोत्रकार कौन हैं ? हमारे गोत्रकार कश्यप ऋषि हैं।
गोत्र प्रवर्तक, गोत्र-प्रवर्तक, गोत्रकार

ଗୋତ୍ରକାର   ବିଶେଷଣ

ଅର୍ଥ : ଯାହାଙ୍କ ନାଁରୁ କୌଣସି ଗୋତ୍ରର ଉତ୍ପତ୍ତି ହୋଇଛି

ଉଦାହରଣ : ବୈମ୍ୟ ଜଣେ ଗୋତ୍ରକାର ଋଷି ଥିଲେ

ସମକକ୍ଷ : ଗୋତ୍ର ପ୍ରବର୍ତ୍ତକ, ଗୋତ୍ର-ପ୍ରବର୍ତକ


ଅନ୍ୟ ଭାଷାରେ ଅନୁବାଦ :

जिसके नाम से किसी गोत्र की उत्पत्ति हुई हो।

वैम्य एक गोत्रकार ऋषि थे।
गोत्र प्रवर्तक, गोत्र-प्रवर्तक, गोत्रकार