ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଗୋତ୍ର ପ୍ରବର୍ତ୍ତକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅର୍ଥ : କୌଣସି ଗୋତ୍ର ବିଶେଷର ନାମ ସଂସ୍ଥାପକ ବା ଯାହାଙ୍କ ନାମ ଅନୁସାରେ କୌଣସି ଗୋତ୍ର ଚଳୁଛି

ଉଦାହରଣ : ଆପଣଙ୍କ ଗୋତ୍ରକାର କିଏ?ଆମର ଗୋତ୍ରକାର କଶ୍ୟପ ଋଷି

ସମକକ୍ଷ : ଗୋତ୍ରକାର


ଅନ୍ୟ ଭାଷାରେ ଅନୁବାଦ :

किसी गोत्र विशेष का नामिक संस्थापक या जिसके नाम पर कोई गोत्र चला हो।

आपके गोत्रकार कौन हैं ? हमारे गोत्रकार कश्यप ऋषि हैं।
गोत्र प्रवर्तक, गोत्र-प्रवर्तक, गोत्रकार

ଅର୍ଥ : ଯାହାଙ୍କ ନାଁରୁ କୌଣସି ଗୋତ୍ରର ଉତ୍ପତ୍ତି ହୋଇଛି

ଉଦାହରଣ : ବୈମ୍ୟ ଜଣେ ଗୋତ୍ରକାର ଋଷି ଥିଲେ

ସମକକ୍ଷ : ଗୋତ୍ର-ପ୍ରବର୍ତକ, ଗୋତ୍ରକାର


ଅନ୍ୟ ଭାଷାରେ ଅନୁବାଦ :

जिसके नाम से किसी गोत्र की उत्पत्ति हुई हो।

वैम्य एक गोत्रकार ऋषि थे।
गोत्र प्रवर्तक, गोत्र-प्रवर्तक, गोत्रकार