ଅର୍ଥ : ଏକ ଛୋଟ କଣ୍ଟାଳିଆ ଗଛ
ଉଦାହରଣ :
ପଗଡଣ୍ଡୀର ଦୁଇପାଖରେ ଅନେକ ଗୋଖରା ଗଛ ଅଛି
ସମକକ୍ଷ : ଗୋଖରା ଗଛ
ଅନ୍ୟ ଭାଷାରେ ଅନୁବାଦ :
एक छोटा कँटीला पौधा।
पगडंडी के दोनों ओर बहुत गोखरू हैं।ଅର୍ଥ : ଏକ ଛୋଟ କଣ୍ଟାଳିଆ ଗଛର କଣ୍ଟାଳିଆ ଫଳ
ଉଦାହରଣ :
ଗାଈ ଦେହରେ ଗୋଖରା ଫଳ ଲାଗିଯାଇଛି
ସମକକ୍ଷ : ଗୋଖରା ଫଳ
ଅନ୍ୟ ଭାଷାରେ ଅନୁବାଦ :