ଅର୍ଥ : କୌଣସି ରାଷ୍ଟ୍ର ବା ନାଗରିକମାନଙ୍କ ମଧ୍ୟରେ ହେଉଥିବା ପାରସ୍ପରିକ ଯୁଦ୍ଧ
ଉଦାହରଣ :
ଗୃହଯୁଦ୍ଧର ଏକ ମୁଖ୍ୟ କାରଣ ହେଉଛି ସାମ୍ପ୍ରଦାୟିକତାବାଦ
ଅନ୍ୟ ଭାଷାରେ ଅନୁବାଦ :
वह आपसी युद्ध या लड़ाई जो किसी राष्ट्र के नागरिकों में होती है।
साम्प्रदायिकतावाद गृहयुद्ध का एक मुख्य कारण हो सकता है।A war between factions in the same country.
civil war