ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଗୁଡ଼ିଆ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଗୁଡ଼ିଆ   ବିଶେଷ୍ୟ

ଅର୍ଥ : ମିଠାଇ, ପୁରି, ଲୁଣି, ଜଳଖିଆଆଦି ତିଆରିକରି ବିକୁଥିବା ବ୍ୟକ୍ତି

ଉଦାହରଣ : ସେ ଗୁଡ଼ିଆ ଦୋକାନରୁ ଏକ କିଲୋ ବତାସା କିଣିଲା


ଅନ୍ୟ ଭାଷାରେ ଅନୁବାଦ :

मिठाई, पूरी, नमकीन, पकवान आदि बनाने और बेचने वाला व्यक्ति।

उसने हलवाई की दुकान से एक किलो बताशे खरीदे।
खाँडविक, खांडविक, खांडिक, खाण्डविक, खाण्डिक, हलवाई

ଅର୍ଥ : ଚୁଲାରେ ଖାଦ୍ୟଶସ୍ୟ ଭାଜିବା କାର୍ଯ୍ୟ କରୁଥିବା ଏକ ଜାତିର ସଦସ୍ୟ

ଉଦାହରଣ : ଗୁଡ଼ିଆ କିଲେ ଚଣାର ଭାଜିବା ମଜୁରି ଦୁଇଟଙ୍କା ନିଏ


ଅନ୍ୟ ଭାଷାରେ ଅନୁବାଦ :

भाड़ में अन्न भूनने का कार्य करने वाली एक जाति का सदस्य।

भड़भूँजा एक किलो चने की भुनाई दो रुपये लेता है।
भड़भूँजा, भुँजवा, भृष्टकार