ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଗୁଡ଼ାକୁ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଗୁଡ଼ାକୁ   ବିଶେଷ୍ୟ

ଅର୍ଥ : ଧୂମପାନ ରୂପେ ବ୍ୟବହାର କରାଯାଉଥିବା ଧୂଆଁପତ୍ର ଓ ଗୁଡ଼ର ଏକ ମିଶ୍ରଣ

ଉଦାହରଣ : ମନୋହର ଗୁଡ଼ାକୁ ଘଷୁଛି

ସମକକ୍ଷ : ଗୁଡ଼ାଖୁ


ଅନ୍ୟ ଭାଷାରେ ଅନୁବାଦ :

तंबाकू और गुड़ का मिश्रण जिसका उपयोग धूम्रपान के रूप में किया जाता है।

मनोहर गुड़ाकू का कश ले रहा है।
गुड़ाकू

ଅର୍ଥ : ତମାଖୁ ଓ ଶୀରାଗୁଡ଼ (ଚିନି ବିଶୋଧନ ହେବା ସମୟରେ ପ୍ରାପ୍ତ କଳାଗୁଡ଼ଭଳି ମିଠା ଓ ଅଠାଳିଆ ପଦାର୍ଥ) କୁ ମିଶାଇ ପ୍ରସ୍ତୁତ ହେଉଥିବା ଏକ ମାଦକ ଦ୍ରବ୍ୟ

ଉଦାହରଣ : କେତେକ ଲୋକ ଦାନ୍ତ ଓ ଦାନ୍ତମାଢ଼ିରେ ଗୁଡ଼ାକୁ ଘଷନ୍ତି

ସମକକ୍ଷ : ଗୁଡ଼ାଖୁ


ଅନ୍ୟ ଭାଷାରେ ଅନୁବାଦ :

तंबाकू और शीरे (शक्कर शोधन करते समय प्राप्त काले गुड़ की तरह मीठा और लसलसा पदार्थ ) को मिलाकर बनाया गया एक मादक पदार्थ।

गुड़ाकू को लोग दाँतों एवं मसूड़ों में लगाते हैं।
गुड़ाकू, गुड़ाखू