ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଗଣ୍ଠି ଆକାରର ନାକ ଫୁଲିଯିବାର ଏକ ରୋଗ
ଉଦାହରଣ : ସୀତା ଗୁଳ୍ମରେ ପୀଡ଼ିତ
ସମକକ୍ଷ : ଗୁଳ୍ମରୋଗ
ଅନ୍ୟ ଭାଷାରେ ଅନୁବାଦ :हिन्दी
गाँठ के आकार में नस के सूज जाने का एक रोग।
ଅର୍ଥ : ଛୋଟ ଗଛ ସମୂହ
ଉଦାହରଣ : ହେଟା ବାଘ ବୁଦାରେ ଲୁଚିଥିଲା
ସମକକ୍ଷ : ଝାଡ଼ବଣ, ବୁଦା
ଅନ୍ୟ ଭାଷାରେ ଅନୁବାଦ :हिन्दी English
छोटे पेड़-पौधों का समूह।
A dense growth of bushes.
ଅର୍ଥ : ଏକ ପ୍ରକାରର ଛୋଟ ଗଛ ଯେଉଁଥିରେ କାଠ-ଗଣ୍ଡି ଅଭାବ ଅଛି
ଉଦାହରଣ : ଦୂବ, ଘାସଆଦି ଗୁଳ୍ମ
ସମକକ୍ଷ : ଶାକ
एक प्रकार का पौधा जिसमें काष्ठीय तने का अभाव होता है।
ସଂସ୍ଥାପନ କରନ୍ତୁ