ଅର୍ଥ : ମନୋଭାବ ଆଦିକୁ ନିୟନ୍ତ୍ରିତ ରଖିବାର ପ୍ରକ୍ରିୟା
ଉଦାହରଣ :
ମା ସକାଳୁ ଗୁମ୍ ହୋଇ ବସିଥିଲେ ଆଉ ବାପା ଆସିବା ମାତ୍ରେ ଫାଟି ପଡ଼ିଲେ
ସମକକ୍ଷ :
ଜବତ, ଦମନ, ନିସ୍ତବ୍ଧତା, ନିୟନ୍ତ୍ରଣ
ଅନ୍ୟ ଭାଷାରେ ଅନୁବାଦ :
मनोभाव आदि को नियंत्रित रखने की क्रिया।
माँ सुबह से ज़ब्त किए बैठी थीं और पिताजी के आते ही फट पड़ी।
जब्त,
ज़ब्त