ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଗୁପ୍ତ ଦ୍ୱାର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଗୁପ୍ତ ଦ୍ୱାର   ବିଶେଷ୍ୟ

ଅର୍ଥ : ପ୍ରାସାଦଆଦିରେ ବନାଯାଇଥିବା ସେହି ଦ୍ୱାର ଯାହା ସାର୍ବଜନୀକ ନୁହେଁ କିମ୍ବା ଯାହା ବିଷୟରେ କେବଳ ସେଠାରେ ରହୁଥିବା ଲୋକଙ୍କୁ ଜଣାଥାଏ

ଉଦାହରଣ : ଶତ୍ରୁକୁ ଗୁପ୍ତ ଦ୍ୱାର ବିଷୟରେ ଖବର ଜଣାପଡ଼ିଗଲା ଏବଂ ସେ ସେହି ରାସ୍ତାଦେଇ ମହଲ୍ ଭିତରକୁ ପ୍ରବେଶ କଲା

ସମକକ୍ଷ : ଚୋରା କବାଟି


ଅନ୍ୟ ଭାଷାରେ ଅନୁବାଦ :

महलों आदि में बना वह गुप्त या छिपा द्वार जो सार्वजनिक नहीं होता है और जिसके बारे में सिर्फ वहाँ रहनेवाले कुछ ख़ास लोगों को पता होता है।

शत्रु को गुप्त द्वार की भनक लग गई और वह उसी रास्ते से महल में प्रवेश हो गया।
अंतर्द्वार, अन्तर्द्वार, अपद्वार, कूट द्वार, कूट-द्वार, कूटद्वार, ख़ुफ़िया दरवाज़ा, खिड़की, खुफिया दरवाजा, गुप्त द्वार, गुप्त-द्वार, गुप्तद्वार, चोर दरवाज़ा, चोर दरवाजा, चोर-दरवाज़ा, चोर-दरवाजा, चोर-द्वार, चोरदरवाज़ा, चोरदरवाजा, चोरद्वार, पक्ष द्वार