ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଗୁଣାଙ୍କ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଗୁଣାଙ୍କ   ବିଶେଷ୍ୟ

ଅର୍ଥ : ସେହି ସଂଖ୍ୟା ବା ରାଶି ଯେଉଁଥିରେ ଅନ୍ୟ ଏକ ସଂଖ୍ୟା ବା ରାଶିକୁ ଗୁଣାଯାଇଛି

ଉଦାହରଣ : ଅଧ୍ୟାପକ ମହୋଦୟ ଛାତ୍ରମାନଙ୍କୁ ଗୁଣ୍ୟ, ଗୁଣକ ଓ ଗୁଣଫଳ ବିଷୟରେ କହିଲେ

ସମକକ୍ଷ : ଗୁଣକ, ଗୁଣନାଙ୍କ


ଅନ୍ୟ ଭାଷାରେ ଅନୁବାଦ :

वह राशि या संख्या जिससे दूसरी राशि या संख्या को गुणा किया जाए।

अध्यापकजी छात्रों को गुणनांक,गुण्यांक और गुणनफल के बारे में बता रहे हैं।
गुणक, गुणन अंक, गुणनांक, गुणांक

The number by which a multiplicand is multiplied.

multiplier, multiplier factor