ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଗୁଜୁରାତି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଗୁଜୁରାତି   ବିଶେଷ୍ୟ

ଅର୍ଥ : ଏକ ଚିରହରିତ ବୃକ୍ଷର ଫଳରୁ ପ୍ରାପ୍ତ ସୁଗନ୍ଧିତ ମଞ୍ଜି ଯାହାକୁ ମସଲା ରୂପେ ବ୍ୟବହାର କରାଯାଏ

ଉଦାହରଣ : ଚା ସୁସ୍ୱାଦୁ କରିବାପାଇଁ ମୋହନ ସେଥିରେ ଗୁଜୁରାତି ଓ ଅଦା ପକାଇଲା


ଅନ୍ୟ ଭାଷାରେ ଅନୁବାଦ :

एक सदाबहार पेड़ के फल से प्राप्त सुगन्धित बीज जो मसाले के रूप में प्रयुक्त होता है।

मोहन ने चाय को स्वादिष्ट बनाने के लिए उसमें इलायची और अदरक डाला।
इलाइची, इलायची, इलायची दाना, इलायची-दाना, इलायचीदाना, एला, त्रिदिवा, द्विषा, लाइची, लाची

Aromatic seeds used as seasoning like cinnamon and cloves especially in pickles and barbecue sauces.

cardamom, cardamon, cardamum

ଅର୍ଥ : ଯେଉଁ ବୃକ୍ଷରୁ ପ୍ରାପ୍ତ ଫଳର ସୁଗନ୍ଧିତ ମଞ୍ଜିକୁ ମସଲାରୂପେ ବ୍ୟବହାର କରାଯାଏ

ଉଦାହରଣ : ଏହି ବଗିଚାରେ ଅନେକ ଗୁଜୁରାତି ଗଛ ଅଛି


ଅନ୍ୟ ଭାଷାରେ ଅନୁବାଦ :

एक सदाबहार वृक्ष जिसके फलों से प्राप्त सुगंधित बीज मसाले के रूप में प्रयुक्त होते हैं।

इस बगीचे में इलायची आदि के पेड़ हैं।
इलाइची, इलायची, एला, त्रिदिवा, द्विषा, लाइची, लाची

Rhizomatous herb of India having aromatic seeds used as seasoning.

cardamom, cardamon, elettaria cardamomum