ଅର୍ଥ : ଦକ୍ଷିଣ ଓ ମଧ୍ୟ ଆମେରିକାରେ ଦେଖାଯାଉଥିବା ଏକ ମାଙ୍କଡ଼
ଉଦାହରଣ :
ଗିଲହରୀ ମାଙ୍କଡ଼ ଆକାରରେ ଛୋଟ ଓ ତାହାର ଲାଞ୍ଜ ଲମ୍ବା
ସମକକ୍ଷ : ଗିଲହରୀ ମାଙ୍କଡ଼
ଅନ୍ୟ ଭାଷାରେ ଅନୁବାଦ :
दक्षिण और मध्य अमेरिका में पाया जाने वाला एक बंदर।
गिलहरी बंदर आकार में छोटा होता है और इसकी पूँछ लंबी होती है।