ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଗିରମିଟ୍ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଗିରମିଟ୍   ବିଶେଷ୍ୟ

ଅର୍ଥ : କାଠରେ କଣା କରିବାପାଇଁ ବଡ଼ ଭଅଁର ଯନ୍ତ୍ର

ଉଦାହରଣ : ସେ ବଡ଼ ଭଅଁରରେ ମୋଟା ପଟାରେ କଣା କରୁଛନ୍ତି

ସମକକ୍ଷ : ବଡ଼ ଭଅଁର


ଅନ୍ୟ ଭାଷାରେ ଅନୁବାଦ :

लकड़ी में छेद करने का बड़ा बरमा।

वह गिरमिट से मोटे पटरे में छेद कर रहा है।
गिरमिट

Hand tool for boring holes.

auger, gimlet, screw auger, wimble