ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ପତଳା ଏବଂ ଲମ୍ବା ଚିହ୍ନ
ଉଦାହରଣ : ଜେବ୍ରାର ଶରୀରରେ କଳା ଗାର ଦେଖିବାକୁ ମିଳେ
ସମକକ୍ଷ : ରେଖା
ଅନ୍ୟ ଭାଷାରେ ଅନୁବାଦ :हिन्दी English
पतला और लम्बा चिह्न।
A mark that is long relative to its width.
ଅର୍ଥ : ସୀମା ନିର୍ଦ୍ଧାରଣ କରିବାପାଇଁ ରେଖା ଟାଣିବାର ପ୍ରକ୍ରିୟା
ଉଦାହରଣ : ଶ୍ୟାମ ଖେଳପଡ଼ିଆରେ ରେଖାଙ୍କନ କରୁଛି
ସମକକ୍ଷ : ରେଖାଙ୍କନ
सीमा निर्धारित करने के लिए रेखा खींचने की क्रिया।
The act of making a visible mark on a surface.
ସଂସ୍ଥାପନ କରନ୍ତୁ