ଅର୍ଥ : ଅନ୍ୟକୁ ଗାଧୋଇବାପାଇଁ ପ୍ରବୃତ୍ତ କରିବା
ଉଦାହରଣ :
ମାଆ ପ୍ରତିଦିନ ସକାଳେ ଗରମ ପାଣିରେ ପିଲାକୁ ଗାଧୋଇ ଦିଅନ୍ତି
ସମକକ୍ଷ : ସ୍ନାନ କରେଇବା
ଅନ୍ୟ ଭାଷାରେ ଅନୁବାଦ :
दूसरे को नहाने में प्रवृत्त करना।
माँ बच्चे को रोज़ सुबह गरम पानी से नहलाती है।