ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଗାଜରଘାସ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଗାଜରଘାସ   ବିଶେଷ୍ୟ

ଅର୍ଥ : ଯେଉଁ ଘାସକୁ ଛୁଇଁଲେ ଚର୍ମରୋଗ,ଜ୍ୱଳନ ଆଦି ହୁଏ

ଉଦାହରଣ : ଗାଜରଘାସକୁ ପଶୁମାନେ ବି ଖାଆନ୍ତି ନାହିଁ


ଅନ୍ୟ ଭାଷାରେ ଅନୁବାଦ :

एक घास जिसके स्पर्श से त्वचा रोग,जलन आदि होती है।

गाजरघास को पशु भी नहीं खाते।
गाजर-घास, गाजरघास

ଅର୍ଥ : ଏକ ଘାସର ମଞ୍ଜି

ଉଦାହରଣ : ଭାରତକୁ ଗାଜରଘାସ ବିଦେଶରୁ ଆମଦାନୀ କରାଯାଇଥିବା ଶସ୍ୟସହିତ ଆସିଥିଲା


ଅନ୍ୟ ଭାଷାରେ ଅନୁବାଦ :

एक घास का बीज।

भारत में गाजरघास विदेशों से आयात किए गए अनाजों के साथ आया।
गाजर-घास, गाजरघास