ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଶିଙ୍ଗ ଥିବା ଏକ ପାଳିତ ଶାକାହାରୀ ଚତୁସ୍ପଦ ପ୍ରାଣୀ ଯେ ନିଜ କ୍ଷୀରପାଇଁ ପ୍ରସିଦ୍ଧ
ଉଦାହରଣ : ଗାଈ ନିଜ ବାଛୁରୀକୁ କ୍ଷୀର ପିଆଉଅଛି ହିନ୍ଦୁ ଲୋକମାନେ ଗାଈକୁ ଗୋ ମାତା କହନ୍ତି ଏବଂ ତାର ପୂଜା କରନ୍ତି
ସମକକ୍ଷ : ଗୋ, ଧେନୁ
ଅନ୍ୟ ଭାଷାରେ ଅନୁବାଦ :हिन्दी English
सींग वाला एक पालतू शाकाहारी मादा चौपाया जो अपने दूध के लिए प्रसिद्ध है।
Female of domestic cattle:.
ସଂସ୍ଥାପନ କରନ୍ତୁ