ଅର୍ଥ : କୌଣସି ଉଦ୍ଦେଶ୍ୟବଶତଃ ବା ପହରା ଦେବା ନିମନ୍ତେ ବୁଲିବା କାର୍ଯ୍ୟ
ଉଦାହରଣ :
ସିପାହୀ ଗାଁରେ ଗସ୍ତ କରିବାକୁ ଯାଇଛି
ଅନ୍ୟ ଭାଷାରେ ଅନୁବାଦ :
किसी उद्देश्य वश या पहरा देने के लिए घूमने का कार्य।
सिपाही गाँवों में गश्त पर गये हैं।
गश्त
The activity of going around or through an area at regular intervals for security purposes.
patrol