ଅର୍ଥ : ତାପବୃଦ୍ଧିର ଯେଉଁ ଅବସ୍ଥାରେ କୌଣସି ଦ୍ରବ୍ୟ ତରଳିବାକୁ ଲାଗେ
ଉଦାହରଣ :
କୌଣସି ଦ୍ରବ୍ୟର ପୃଷ୍ଠଉପରେ ଚାପ ଯେତେ କମ ହେବ, ଗଳନାଙ୍କ ମଧ୍ୟ ସେତେ କମ ହେବ
ସମକକ୍ଷ : କ୍ବଥନାଙ୍କ
ଅନ୍ୟ ଭାଷାରେ ଅନୁବାଦ :
वह तापमान जिस पर कोई द्रव उबलने लगे।
किसी द्रव के सतह पर दबाव जितना कम होगा क्वथनांक भी उतना ही कम होगा।