ଅର୍ଥ : ଯେ କଥାବାର୍ତ୍ତାର ଆନନ୍ଦ ନିଅନ୍ତି
ଉଦାହରଣ :
ଦୁଇଜଣ ଗପୁଡ଼ି ଏକାଠି ହେଲେ ତାଙ୍କ କଥାର ଶେଷ ହୁଏନାହିଁ
ଅନ୍ୟ ଭାଷାରେ ଅନୁବାଦ :
वह जो बातचीत का आनन्द लेता है।
जब दो बतरसिया मिल जाते हैं तो उनकी बातें समाप्त नहीं होती हैं।ଅର୍ଥ : ଯେ ବଢ଼ିବଢ଼ି କଥା କହେ
ଉଦାହରଣ :
କଥାକୁହାଳିଆ ଲୋକ ମୋର ପସନ୍ଦ ନୁହେଁ
ସମକକ୍ଷ : କଥାକୁହା, କଥାକୁହାଳିଆ, ଭଡ଼ଭଡ଼ିଆ
ଅନ୍ୟ ଭାଷାରେ ଅନୁବାଦ :
Exhibiting self-importance.
Big talk.ଅର୍ଥ : ଅଯଥା କଥା କହିବା ବାଲା
ଉଦାହରଣ :
ରାମୁ ଏକ ଅଯଥା କଥାକୁହା ବ୍ୟକ୍ତି
ସମକକ୍ଷ : ଅଯଥା କଥାକୁହା
ଅନ୍ୟ ଭାଷାରେ ଅନୁବାଦ :