ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଗଣଗୌର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଗଣଗୌର   ବିଶେଷ୍ୟ

ଅର୍ଥ : ଚୈତ୍ର ମାସର ଶୁକ୍ଳ ପକ୍ଷର ତୃତୀୟା

ଉଦାହରଣ : ଗଣଗୌର ଦିନ ସ୍ତ୍ରୀମାନେ ଗଣେଶ ଏବଂ ଗୌରୀଙ୍କୁ ପୂଜା କରନ୍ତି

ସମକକ୍ଷ : ମନୋରଥ ତୃତୀୟା


ଅନ୍ୟ ଭାଷାରେ ଅନୁବାଦ :

चैत्र माह के शुक्लपक्ष की तृतीया।

गनगौर के दिन स्त्रियाँ गणेश और गौरी की पूजा करती हैं।
गनगौर, मनोरथ तृतीया, मनोरथतृतीया

A day or period of time set aside for feasting and celebration.

festival