ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଗଞ୍ଜେଇ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଗଞ୍ଜେଇ   ବିଶେଷ୍ୟ

ଅର୍ଥ : ଭାଙ୍ଗ ଭଳି ଏକ ଛୋଟ ଗଛ ଯାହାର କଲିକୁ ନିଶା ହେବା ପାଇଁ ଧୂଆଁ କରି ଟଣାଯାଏ

ଉଦାହରଣ : ସେ ନିଜ ଖେତରେ ଗଞ୍ଜେଇ ଲଗେଇଛି


ଅନ୍ୟ ଭାଷାରେ ଅନୁବାଦ :

भाँग की तरह का एक पौधा जिसकी कलियों का धुआँ नशे के लिए पीते हैं।

वह अपने खेत में गाँजा उगा रखा है।
गाँजा, गांजा

ଅର୍ଥ : ଏକ ଛୋଟ ଗଛର କଲି, ପତ୍ରଆଦି ଯାହା ନିଶା ନିମନ୍ତେ ଚିଲମଦ୍ୱାରା ଟଣାଯାଏ

ଉଦାହରଣ : ଗଞ୍ଜେଇ ଟାଣିବା ସ୍ୱାସ୍ଥ୍ୟ ନିମନ୍ତେ କ୍ଷତିକାରକ ହୋଇଥାଏ


ଅନ୍ୟ ଭାଷାରେ ଅନୁବାଦ :

एक पौधे की कली, पत्ता आदि जो नशे के लिए चीलम के द्वारा पिया जाता है।

गाँजा पीना स्वास्थ्य के लिए हानिकारक होता है।
गाँजा, गांजा