ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଶରୀରର ଉପର ଭାଗରେ ପିନ୍ଧା ଯାଉଥିବା ଏକ ଅନ୍ତର୍ବସ୍ତ୍ର
ଉଦାହରଣ : ସେ କେବଳ ଲୁଙ୍ଗି ଓ ଗେଞ୍ଜି ପିନ୍ଧି ବୁଲୁଛି
ସମକକ୍ଷ : ଗେଞ୍ଜି, ବାନିୟାନ୍
ଅନ୍ୟ ଭାଷାରେ ଅନୁବାଦ :हिन्दी English
शरीर के ऊपरी भाग में पहना जाने वाला एक प्रकार का अंतर वस्त्र।
A collarless men's undergarment for the upper part of the body.
ଅର୍ଥ : ଜାମା ତଳେ ପିନ୍ଧାଯାଉଥିବା ଏକ ବସ୍ତ୍ର
ଉଦାହରଣ : ଗେଞ୍ଜି ଅଧା ହାତଯୁକ୍ତ
ସମକକ୍ଷ : ଗେଞ୍ଜି
ଅନ୍ୟ ଭାଷାରେ ଅନୁବାଦ :हिन्दी
जामे के नीचे पहनने का एक पहनावा।
ସଂସ୍ଥାପନ କରନ୍ତୁ